Gadchiroli ।। ବଡ଼ ଏନକାଉଣ୍ଟର, ୩ ମାଓବାଦୀ ନିହତ ଓ ଜଣେ ଯବାନ ସହିଦ
ମହାରାଷ୍ଟ୍ରର ଗଢ଼ଚିରୋଲୀ ଜିଲ୍ଲାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏକ ବଡ଼ ଏନକାଉଣ୍ଟର ଘଟିଛି । ଏହି ଭୟଙ୍କର ଗୁଳିଚାଳନାରେ ୩ ଜଣ ମାଓବାଦୀ ନିହତ ହୋଇଥିବାବେଳେ ମହାରାଷ୍ଟ୍ର ପୋଲିସର ବିଶେଷ C-୬୦ କମାଣ୍ଡୋ ଫୋର୍ସର ଜଣେ ସଦସ୍ୟ ସହିଦ ହୋଇଛନ୍ତି । ଏହା ସହ ଗୁଳିଚାଳନାରେ ଜଣେ କମାଣ୍ଡୋ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଏହି ଏନକାଉଣ୍ଟର ମହାରାଷ୍ଟ୍ରର ଗଢ଼ଚିରୋଲୀ ଓ ସୀମାବର୍ତ୍ତୀ ଛତିଶଗଡ଼ ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି … Continue reading Gadchiroli ।। ବଡ଼ ଏନକାଉଣ୍ଟର, ୩ ମାଓବାଦୀ ନିହତ ଓ ଜଣେ ଯବାନ ସହିଦ
Copy and paste this URL into your WordPress site to embed
Copy and paste this code into your site to embed