ଟ୍ରମ୍ପଙ୍କ ’ଟାରିଫ୍ ୱାର’ ଦ୍ୱାରା ପ୍ରଭାବିତ ହେଲା ଭାରତୀୟ ସେୟାର ବଜାର,ଗୋଟିଏ ମିନଟରେ ୩ ଲକ୍ଷ କୋଟି ସ୍ୱାହା

Stock Market: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ବିଭିନ୍ନ ଦେଶ ଉପରେ ଟାରିଫ ଘୋଷଣା କରିଛନ୍ତି। ଆମେରିକା ଭାରତ ବିରୋଧରେ ୨୬ପ୍ରତିଶତ ଟାରିଫ ଲାଗୁ କରିଛି, ଯାହା ବିଶ୍ୱର ୧୪୦ରୁ ଅଧିକ ଦେଶଠାରୁ ଅଧିକ। ଏହା କାରଣରୁ ଭାରତୀୟ ସେୟାର ବଜାରରେ ଆତଙ୍କ ସୃଷ୍ଟି ହୋଇଛି। ବଜାର ଖୋଲିବା ସଙ୍ଗେ ସଙ୍ଗେ ସେନସେକ୍ସ ୪୫୦ ପଏଣ୍ଟ ପର୍ଯ୍ୟନ୍ତ ତଳକୁ ଖସିଥିଲା। ଅନ୍ୟପକ୍ଷରେ ନିଫ୍ଟି ମଧ୍ୟ ୧୮୦ରୁ ଅଧିକ ପଏଣ୍ଟ ତଳକୁ ଖସିଛି। ଏମକେର ଏକ ରିପୋର୍ଟରେ … Continue reading ଟ୍ରମ୍ପଙ୍କ ’ଟାରିଫ୍ ୱାର’ ଦ୍ୱାରା ପ୍ରଭାବିତ ହେଲା ଭାରତୀୟ ସେୟାର ବଜାର,ଗୋଟିଏ ମିନଟରେ ୩ ଲକ୍ଷ କୋଟି ସ୍ୱାହା