ଏକ୍ସପାୟରୀ ତାରିଖକୁ ନେଇ FSSAIର ବଡ଼ ନିଷ୍ପତ୍ତି, ସାମଗ୍ରୀର ହୋଇପାରିବନି ଡେଲିଭରୀ

ଅନଲାଇନରେ ଖାଦ୍ୟପଦାର୍ଥ ମଗାଇବା ବେଳେ ଏହାର କେଉଁ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ଏହା ଦେଖି ନିଅନ୍ତୁ। ଯଦି ସାମଗ୍ରୀର ଏକ୍ସପାୟରୀ ୪୫ ଦିନରୁ କମ ଥାଏ ତେବେ ଆପଣ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କ ନିକଟରେ ଏ ନେଇ ଅଭିଯୋଗ କରିପାରିବେ। ନିକଟରେ ଅନଲାଇନରେ କାମ କରୁଥିବା ସବୁ ଫୁଡ ବିଜନେସ୍ ଅପରେଟର (ଏଫବିଓ)ଙ୍କୁ ଏଫଏସଏସଏଆଇ ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।  ନିର୍ଦ୍ଦେଶରେ ଫୁଡ ଡେଲିଭରୀ ଅପରେଟରଙ୍କୁ ଏପରି ଖାଦ୍ୟପଦାର୍ଥ … Continue reading ଏକ୍ସପାୟରୀ ତାରିଖକୁ ନେଇ FSSAIର ବଡ଼ ନିଷ୍ପତ୍ତି, ସାମଗ୍ରୀର ହୋଇପାରିବନି ଡେଲିଭରୀ