From toothbrushes to towels; know when to replace everyday items. || ଟୁଥବ୍ରଶ୍ ଠାରୁ ଟାୱେଲ୍ ପର୍ଯ୍ୟନ୍ତ; ଜାଣନ୍ତୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କେବେ ବଦଳାଇବା ଉଚିତ?

ଆମେ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷଗୁଡ଼ିକ ଆମ ଜୀବନର ଏତେ ସାଧାରଣ ଅଂଶ ହୋଇଗଲାଣି ଯେ ଆମେ ସେଗୁଡ଼ିକ ପ୍ରତି ଧ୍ୟାନ ଦେଉନାହୁଁ। ଆମ ହାତରେ ପ୍ରଥମେ ଏକ ଟୁଥବ୍ରଶ୍, ଗାଧୋଇବା ପରେ ଏକ ତଉଲିଆ, ପାନିଆ, ରେଜର, ତକିଆ ଖୋଲ, ପାଣି ବୋତଲ.. ଏସବୁ ଆମ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକୀୟ ଅଂଶ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ଜିନିଷଗୁଡ଼ିକୁ କେତେ ସମୟରେ ବଦଳାଇବା ଉଚିତ? ଅଧିକାଂଶ ଲୋକ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ … Continue reading From toothbrushes to towels; know when to replace everyday items. || ଟୁଥବ୍ରଶ୍ ଠାରୁ ଟାୱେଲ୍ ପର୍ଯ୍ୟନ୍ତ; ଜାଣନ୍ତୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କେବେ ବଦଳାଇବା ଉଚିତ?