ତାମିଲ ସିନେମାର ଲୋକପ୍ରିୟ ଅଭିନେତା ବିଜୟଙ୍କ ତାମିଳନାଡୁ ରାଜନୀତିରେ ଉଦୟ କେବଳ ଜଣେ ଅଭିନେତାଙ୍କର ରାଜନୀତିକ ପ୍ରବେଶ ଭାବେ ଦେଖାଯାଉନାହିଁ। ବିଶ୍ଳେଷକମାନଙ୍କ ମତରେ, ଏହା ଭାରତୀୟ ରାଜନୀତିରେ ଏକ ନୂଆ “generation shift” ର ସଙ୍କେତ ହୋଇପାରେ। ସିନେମାର “ଥଲପତି” ଭାବେ ପରିଚିତ ବିଜୟ ଏବେ ତାମିଳନାଡୁର ନୂଆ ରାଜନୀତିକ ମୁହଁ ଭାବେ ଉଭୁଇଛନ୍ତି। ତାଙ୍କର ଶପଥ ଗ୍ରହଣ ଶୈଳୀ, ପୋଶାକ ଏବଂ ପ୍ରଶାସନିକ ଭାଷା ସୋସିଆଲ ମିଡିଆ ଠାରୁ ରାଜନୀତିକ ମଞ୍ଚ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ … Continue reading ସିନେମା ହିରୋରୁ “CEO ମୁଖ୍ୟମନ୍ତ୍ରୀ”: ତାମିଳନାଡୁ ରାଜନୀତିରେ ବିଜୟଙ୍କ ଉଦୟକୁ ନେଇ ଚର୍ଚ୍ଚା || From movie hero to “CEO CM”: Vijay’s rise in Tamil Nadu politics is a matter of debate
Copy and paste this URL into your WordPress site to embed
Copy and paste this code into your site to embed