ରାଜନୀତି ଦୃଷ୍ଟିକୋଣରୁ ଭାରତ ପାଇଁ ୨୦୨୪ ଥିଲା ଗୁରୁତ୍ୱପୂର୍ଣ୍ଣ

୨୦୨୪ ବର୍ଷ ଭାରତୀୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ନିର୍ବାଚନ ଆୟୋଗ ବିଶ୍ୱର ସର୍ବବୃହତ୍‍ ନିର୍ବାଚନ ଆୟୋଜନ କରିଥିଲେ। ଆଗାମୀ ପାଞ୍ଚବର୍ଷ ପାଇଁ ଦେଶରେ କିଏ ଶାସନ କରିବ ତାହା ସ୍ଥିର କରିବା ପାଇଁ ୬୪୨ ନିୟୁତ ଲୋକ ଭୋଟ୍ ଦେଇଥିଲେ। ଏପ୍ରିଲରୁ ଜୁନ୍ ମଧ୍ୟରେ ସାତଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହଜାର ହଜାର ସରକାରୀ କର୍ମକର୍ତ୍ତା ସାରାଦେଶରେ ୧୦.୫ ଲକ୍ଷ ପୋଲିଂ ବୁଥ୍ ପରିଚାଳନା କରୁଥିଲେ। ଏହି ବର୍ଷ ଅନେକ … Continue reading ରାଜନୀତି ଦୃଷ୍ଟିକୋଣରୁ ଭାରତ ପାଇଁ ୨୦୨୪ ଥିଲା ଗୁରୁତ୍ୱପୂର୍ଣ୍ଣ