ବନ୍ଧୁମାନେ ଏବେ ବନ୍ଧୁକ! || Friends, now the gun!

ଆମ ଓଡ଼ିଆରେ ଏକ ବହୁତ ପୁରୁଣା, ଅତି ସରଳ ଅଥଚ ଅତି ଜୀବନ୍ତ କଥା ଅଛି “ସମ୍ପଦେ ସବୁ ସଖା, ବିପଦେ ନ ଦିଅନ୍ତି ଦେଖା।” ଏହି ଗୋଟିଏ ଧାଡ଼ିର କବିତା ଆଜିର ସମଗ୍ର ସମାଜ ଏବଂ ବିଶେଷ କରି ଆଜିର କ୍ରୂର ରାଜନୀତିର ପୂରା ଚେହେରାକୁ ପଦାରେ ପକାଇ ଦିଏ। ଏହାର ସହଜ ଅର୍ଥ ହେଉଛି, ଆପଣଙ୍କ ପାଖରେ ଯେତେବେଳେ କ୍ଷମତା ଥିବ, ପଦ-ପଦବୀ ଥିବ, ଯେତେବେଳେ ଆପଣଙ୍କ ଗୋଟିଏ ଇସାରାରେ ବଡ଼ ବଡ଼ କାମ … Continue reading ବନ୍ଧୁମାନେ ଏବେ ବନ୍ଧୁକ! || Friends, now the gun!