ପାକିସ୍ତାନ ସୀମାରେ ‘ବନ୍ଧୁଆ ମୂଲିଆଗିରି’ ; ଦେବଦୂତ ସାଜି ଓଡ଼ିଶାର ଯୁବକଙ୍କୁ ରକ୍ଷା କଲେ BSF ଯବାନ || ‘Friendly moneylender’ on Pakistan border; BSF jawan saves Odisha youth dressed as a god

ପଞ୍ଜାବରେ ପାକିସ୍ତାନ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ଚାଲିଥିବା ଅମାନୁଷିକ ‘ବନ୍ଧୁଆ ମଜଦୁରି’ (Bonded Labour) ର ଏକ ସଂବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ସୀମା ସୁରକ୍ଷା ବଳ (BSF) ର ୧୦୦ତମ ବାଟାଲିୟନ ଗରିବ, ଭୋଲାଭାଲା ଏବଂ ମାନସିକ ସ୍ତରରେ ସାମାନ୍ୟ ଦୁର୍ବଳ ଲୋକଙ୍କ ପାଇଁ ଦେବଦୂତ ସାଜିଛି । ଏହି କ୍ରମରେ ବିଏସଏଫ ଟିମ୍ ପାକିସ୍ତାନ ସୀମା ନିକଟରେ ଅତି ପ୍ରଶଂସନୀୟ କାର୍ଯ୍ୟ କରି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଣେ ଯୁବକଙ୍କୁ ବନ୍ଧୁଆ ମଜଦୁରିରୁ ମୁକ୍ତ … Continue reading ପାକିସ୍ତାନ ସୀମାରେ ‘ବନ୍ଧୁଆ ମୂଲିଆଗିରି’ ; ଦେବଦୂତ ସାଜି ଓଡ଼ିଶାର ଯୁବକଙ୍କୁ ରକ୍ଷା କଲେ BSF ଯବାନ || ‘Friendly moneylender’ on Pakistan border; BSF jawan saves Odisha youth dressed as a god