ଶୁକ୍ରବାର ନମାଜରେ ରକ୍ତରଞ୍ଜିତ ହେଲା ପାକିସ୍ଥାନ || Friday prayers in Pakistan turned bloody

ଶୁକ୍ରବାର ନମାଜ—ଇସଲାମ ଧର୍ମର ସବୁଠାରୁ ପବିତ୍ର ଓ ଗମ୍ଭୀର ସମୟ। ଯେଉଁ ଦିନ ଶ୍ରଦ୍ଧାଳୁମାନେ ଆତ୍ମଶୁଦ୍ଧି, ଶାନ୍ତି ଓ ସମୁଦାୟିକ ଏକତାର ଆଶାରେ ଇବାଦତ୍‌ଖାନାରେ ଏକତ୍ରିତ ହୁଅନ୍ତି। କିନ୍ତୁ ସେହି ପବିତ୍ର ସମୟକୁ ଇସଲାମାବାଦର ଶେହଜାଦ ଟାଉନ ଅଞ୍ଚଳରେ ଘଟିଥିବା ଏକ ନିର୍ମମ ଆତ୍ମଘାତୀ ଆକ୍ରମଣ ରକ୍ତରଞ୍ଜିତ କରିଦେଲା। ତରଲାଇ ଇମାମବାରଗାରେ ଘଟିଥିବା ଏହି ବିସ୍ଫୋରଣରେ ଅତି କମରେ ୩୧ ଜଣଙ୍କ ମୃତ୍ୟୁ ଏବଂ ୧୬୯ ଜଣଙ୍କ ଆହତ ହେବାର ଖବର ପାକିସ୍ତାନ ସହ ସମଗ୍ର ଦକ୍ଷିଣ … Continue reading ଶୁକ୍ରବାର ନମାଜରେ ରକ୍ତରଞ୍ଜିତ ହେଲା ପାକିସ୍ଥାନ || Friday prayers in Pakistan turned bloody