ତେଲେଙ୍ଗନା, ଓଡ଼ିଶା ପରେ ଦିଲ୍ଲୀରେ ‘ରେବଡ଼ି’ ଉଜାଡ଼ିଲା ଆପ୍‍ ସରକାର; କାମ ଦେଲାନି ଶିକ୍ଷା, ମୋହଲ୍ଲା କ୍ଲିନିକ୍‍, ମାଗଣା ଉପହାର

Freebies: ଜନ୍ମଠାରୁ ମୃତ୍ୟୁଯାଏ ଗରିବ ନାଁରେ ଖଞ୍ଜିଥିବା ଯୋଜନାଗୁଡ଼ିକ ତାଙ୍କୁ ନିରନ୍ତର କ୍ଷମତା ଦେବାରେ ସମର୍ଥ ହୋଇପାରିନାହିଁ।  ସଦ୍ୟ ଉଦାହରଣ ହୋଇଛି ଦିଲ୍ଲୀର ବିଧାନସଭା ନିର୍ବାଚନ, ଯେଉଁଥିରେ କେଜ୍ରିଓ୍ୱାଲ୍‍ଙ୍କ ଓ୍ୱାଲ୍‍ ଅର୍ଥାତ୍‍ ପ୍ରାଚୀରର ପତ୍ତନ ଘଟିଛି। ପ୍ରଶ୍ନ ହେଉଛି ଆଞ୍ଚଳିକବାଦ ଓ ଜାତୀୟତାବାଦ ଭିତରେ ଲଢ଼େଇ କ’ଣ ୟୁ –ଟର୍ଣ୍ଣ ନେଇଛି ? ତେଲେଙ୍ଗାନାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ କଥା କୁହନ୍ତୁ କି ଓଡ଼ିଶାରେ ନବୀନ ପଟ୍ଟନାୟକ ଅଥବା ଦିଲ୍ଲୀରେ ଆମ୍‍ ଆଦ୍‍ମୀ ପାର୍ଟି … Continue reading ତେଲେଙ୍ଗନା, ଓଡ଼ିଶା ପରେ ଦିଲ୍ଲୀରେ ‘ରେବଡ଼ି’ ଉଜାଡ଼ିଲା ଆପ୍‍ ସରକାର; କାମ ଦେଲାନି ଶିକ୍ଷା, ମୋହଲ୍ଲା କ୍ଲିନିକ୍‍, ମାଗଣା ଉପହାର