ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ ସେବା, ଅରବିନ୍ଦ କେଜ୍ରିୱାଲ ଦେଲେ ପ୍ରତିଶ୍ରୁତି
ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ ସେବା । ଏଣିକି ସେମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ । ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି । ମହିଳାମାନଙ୍କ ପରେ ଏବେ ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫ୍ରି ବସ ସର୍ଭିସ ଦେବାକୁ ସେ ଘୋଷଣା କରିଛନ୍ତି । କେଜ୍ରିୱାଲ … Continue reading ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ ସେବା, ଅରବିନ୍ଦ କେଜ୍ରିୱାଲ ଦେଲେ ପ୍ରତିଶ୍ରୁତି
Copy and paste this URL into your WordPress site to embed
Copy and paste this code into your site to embed