ଫ୍ରାନ୍ସ ସହିତ ମିଶି ପ୍ରତିରକ୍ଷା ମନ୍ତ୍ରଣାଳୟ ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନର ଇଞ୍ଜିନ ଭାରତରେ ତିଆରି କରିବାକୁ ସୁପାରିଶ କରିଛି। ଏହି ପ୍ରକଳ୍ପ ଭାରତରେ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଆଣିବ ଏବଂ ଦେଶକୁ ଆତ୍ମନିର୍ଭରଶୀଳ କରିବ ବୋଲି କୁହାଯାଉଛି । ସୂତ୍ରରୁ ଜଣାପଡିଛି ଯେ, ଏ ବିଷୟରେ ଅନେକ ଲୋକଙ୍କ ସହିତ ଆଲୋଚନା ହୋଇଥିବା ବେଳେ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ମଧ୍ୟ ଯୁଦ୍ଧ ବିମାନର ଇଞ୍ଜିନ ତିଆରି କରିବାର ସମସ୍ତ ଦିଗକୁ ଗଭୀର ଭାବରେ ବିଚାର … Continue reading France Gave A Huge Boost In Making Next Gen Fighter Jets Engine In India ।। ଭାରତରେ ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି କରିବାରେ ଫ୍ରାନ୍ସ କରିବ ସହାୟତା
Copy and paste this URL into your WordPress site to embed
Copy and paste this code into your site to embed