ଫେବୃଆରି ୮ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ମିଳିବ ଟଙ୍କା:୧୮ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ

Subhadra Yojana: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ୍ ଫେବୃଆରି ୮, ୨୦୨୫ରେ ଯାଜପୁର ଜିଲ୍ଲାରେ ବଣ୍ଟନ କରାଯିବ, ଯେଉଁଥିରେ ପ୍ରାୟ ୧୮ ଲକ୍ଷ ଯୋଗ୍ୟ ମହିଳା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତାକାଲି ଯାଜପୁରରେ ମହିଳାମାନଙ୍କୁ ସୁଭଦ୍ରା ପାଣ୍ଠିର ଚତୁର୍ଥ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ଏହି ପର୍ଯ୍ୟାୟ ଆର୍ଥିକ ସହାୟତା ଦ୍ୱାରା ୧୮ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହାକୁ ମିଶାଇ … Continue reading ଫେବୃଆରି ୮ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ମିଳିବ ଟଙ୍କା:୧୮ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ