ମୁନା ଖାନ୍‍ଙ୍କ ଧମକ ପରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ୪ ସାଂସଦ

ରାଜ୍ୟସଭା ସାଂସଦ ମୁନା ଖାନ୍‍ଙ୍କ ସମର୍ଥକମାନେ ଆଜି ନବୀନ ନିବାସରେ ପଶି ପାଣ୍ଡିଆନ ଗୋ ବ୍ୟାକ୍‍, ପାଣ୍ଡିଆନ ମୁର୍ଦ୍ଦାବାଦ ଧ୍ୱନୀ ଦେବା ପରେ ବିଜୁ ଜନତା ଦଳ ବସ୍ତୁତଃ ଦୁଇଫାଳ ହୋଇଯାଇଛି। ଏହି ଘଟଣା ପରେ ୪ଜଣ ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି। It’s very unfortunate to see that my Rajya Sabha colleague Shri Debasish Samantaray has attacked … Continue reading ମୁନା ଖାନ୍‍ଙ୍କ ଧମକ ପରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ୪ ସାଂସଦ