Four more Bande Bharat Express trains run from Varanasi || ବାରାଣସୀରୁ ଆଉ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚାଲିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତର ପ୍ରଦେଶସ୍ଥିତ ନିଜର ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଇଥିବାବେଳେ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଚାରିଟି ବନ୍ଦେ ଭାରତ ଟ୍ରେନ ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସାହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟ୍‌ରେ ଚଳାଚଳ କରିବ। ଏହାଦ୍ବାରା ସଂପୃକ୍ତ ‌େ‌‌ଷ୍ଟସନ ମଧ୍ୟରେ ଯାତ୍ରା ଅବଧି ହ୍ରାସ ପାଇବା ସହ ପର୍ଯ୍ୟଟନର ବିକାଶ ଘଟିବ ବୋଲି କୁହାଯାଇଛି। ବାରାଣସୀ-ଖଜୁରାହୋ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବା ଫଳରେ ଯାତ୍ରା ଅବଧି … Continue reading Four more Bande Bharat Express trains run from Varanasi || ବାରାଣସୀରୁ ଆଉ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚାଲିଲା