Pranab Mukherjee To Get Memorial In Rajghat: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ରାଜଘାଟସ୍ଥିତ ‘ରାଷ୍ଟ୍ରୀୟ ସ୍ମୃତି’ରେ ତାଙ୍କ ସ୍ମାରକୀ ପାଇଁ ସ୍ଥାନ ଆବଣ୍ଟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଣବ ମୁଖାର୍ଜୀଙ୍କ ଝିଅ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶର୍ମିଷ୍ଠା ତାଙ୍କ ବାପାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିର୍ମାଣ ପାଇଁ ସରକାର … Continue reading ଦିଲ୍ଲୀର ରାଜଘାଟରେ ନିର୍ମାଣ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ, ଝିଅ ଶର୍ମିଷ୍ଠା କହିଲେ, ପ୍ରଧାନମନ୍ତ୍ରୀ ମୋଦୀ ବିନା ମାଗି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି
Copy and paste this URL into your WordPress site to embed
Copy and paste this code into your site to embed