ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନବ ଦାସ ପୁଅଙ୍କୁ ଛତିଶଗଡ଼ ପୁଲିସ ଅଟକ ରଖିଛି

Chhattisgarh Police: କିରମିରା ବ୍ଲକ ଅନାସ୍ଥା ଭୋଟ ପୂର୍ବରୁ ଛତିଶଗଡ଼ ପୁଲିସ ଓଡ଼ିଶାର ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖିଛି। ଗିରଫଦାରି ଓଡ଼ିଶାରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ପୁଲିସ ଅଟକ ରଖିଛି। ଗୁରୁବାର ବିଳମ୍ବିତ ରାତିରେ ସରାଇପାଲି ଥାନା ପୁଲିସ ଏହି ଚଢ଼ଉ କରିଥିଲା। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ଜଣେ ଗ୍ରାମ … Continue reading ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନବ ଦାସ ପୁଅଙ୍କୁ ଛତିଶଗଡ଼ ପୁଲିସ ଅଟକ ରଖିଛି