ଭକ୍ତଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’; ଦଳକୁ ଫେରିବେ ‘ହାତ’ ଛଡା ନେତା

Congress: ୧୮ରୁ ସଂକଳ୍ପ ପଦଯାତ୍ରା ଆରମ୍ଭ ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତଚରଣ ଦାସଙ୍କ ‘ମାଷ୍ଟରଷ୍ଟ୍ରୋକ’କୁ ନେଇ ରାଜନୀତିକ ମହଲରେ ହଟଚମଟ ଆରମ୍ଭ ହୋଇଛି । ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ଭକ୍ତ ଦାସଙ୍କ ଦସ୍ତଖତରେ ଶୁକ୍ରବାର ୫ଧାଡ଼ିର ପ୍ରେସ୍ ରିଲିଜ୍ ଜାରି ହୋଇଛି । ଯାହାକି ରାଜ୍ୟରେ କଂଗ୍ରେସକୁ ପୁଣିଥରେ ସୁଦୃଢ଼ କରିବା ଦିଗରେ ସଞ୍ଜିବନୀ ଭଳି କାର୍ଯ୍ୟ କରିବ ବୋଲି ଆକଳନ କରାଯାଉଛି । ଏହାସହିତ ଭକ୍ତଙ୍କ ଏଭଳି ଆଭିମୁଖ୍ୟ … Continue reading ଭକ୍ତଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’; ଦଳକୁ ଫେରିବେ ‘ହାତ’ ଛଡା ନେତା