ଏୟାର ଇଣ୍ଡିଆର ନୂତନ CEO ଏବଂ MD ଭାବେ ନିଯୁକ୍ତ ହେଲେ ଇଥିଓପିଆନ୍ ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ ତେୱୋଲ୍ଡ ଗେବ୍ରେମାରିୟମ୍ || Former Ethiopian Airlines chief Tewolde Gebremariam appointed as Air India’s new CEO and MD

ଟାଟା ଗ୍ରୁପ୍ ମାଲିକାନାଧୀନ ଏୟାର ଇଣ୍ଡିଆ ନିଜର ପରିଚାଳନା ଓ ରୂପାନ୍ତରଣ ପ୍ରକ୍ରିୟାକୁ ଆହୁରି ମଜବୁତ୍ କରିବା ପାଇଁ ଜଣେ ଅଭିଜ୍ଞ ବିମାନ ଚଳାଚଳ ବିଶେଷଜ୍ଞଙ୍କୁ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି। ଇଥିଓପିଆନ୍ ଏୟାରଲାଇନ୍ସର ପୂର୍ବତନ ଗ୍ରୁପ୍ CEO ତେୱୋଲ୍ଡ ଗେବ୍ରେମାରିୟମ୍ ଏବେ ଏୟାର ଇଣ୍ଡିଆର କମାଣ ସମ୍ଭାଳିବେ। କ୍ୟାମ୍ପବେଲ୍ ୱିଲ୍ସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗେବ୍ରେମାରିୟମ୍ ଏହି ଦାୟିତ୍ୱ ଗ୍ରହଣ କରିବେ। କିଏ ଏହି ତେୱୋଲ୍ଡ … Continue reading ଏୟାର ଇଣ୍ଡିଆର ନୂତନ CEO ଏବଂ MD ଭାବେ ନିଯୁକ୍ତ ହେଲେ ଇଥିଓପିଆନ୍ ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ ତେୱୋଲ୍ଡ ଗେବ୍ରେମାରିୟମ୍ || Former Ethiopian Airlines chief Tewolde Gebremariam appointed as Air India’s new CEO and MD