ଶତପ୍ରତିଶତ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ବନବିଭାଗର ଲକ୍ଷ୍ୟ

୪୦ କୋଟିର ବଜେଟ ବ୍ୟବସ୍ଥା ୨୦୨୪ରେ ୨୨,୮୬୮ଟି ଜଙ୍ଗଲରେ ଲାଗିଥିଲା ନିଆଁ ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରିଛି ବନ ବିଭାଗ। ଚଳିତ ଜାନୁଆରି ପହିଲାରୁ ଆରମ୍ଭ ହୋଇ ଜୁନ୍ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଙ୍ଗଲ ନିଆଁ ଋତୁରେ ନିଆଁ ଲାଗିବା ଘଟଣାରେ ଶତ ପ୍ରତିଶତ ନିୟନ୍ତ୍ରଣ ହାସଲ କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଛି। ବନ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ଗତବର୍ଷ ୨୨,୮୬୮ଟି ଜଙ୍ଗଲର ପଏଣ୍ଟରେ ନିଆଁ … Continue reading ଶତପ୍ରତିଶତ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ବନବିଭାଗର ଲକ୍ଷ୍ୟ