ସାତକୋଶିଆରେ ୩ ଦିନିଆ କୁମ୍ଭୀର ଗଣନା ଆରମ୍ଭ

Crocodile Census : ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା। ୩ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ କୁମ୍ଭୀର ଗଣନାରେ ୧୪ଟି ଟିମ୍‌ର ମୋଟ୍ ୭୦ କର୍ମଚାରୀ ନିୟୋଜିତ ରହିଛନ୍ତି। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କୁ ସାତକୋଶିଆ ଆସିବାକୁ ବାରଣ କରାଯାଇଛି। ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଓ ଅନ୍ୟାନ୍ୟ ଜଳାଶୟରେ କୁମ୍ଭୀର ଗଣନା ପାଇଁ ବନ ବିଭାଗ ପକ୍ଷରୁ ତିନି ଦିନିଆ ଅଭ୍ୟାସ ଆରମ୍ଭ ହୋଇଛି। ଜାନୁଆରୀ ୬ରୁ ୮ ତାରିଖ … Continue reading ସାତକୋଶିଆରେ ୩ ଦିନିଆ କୁମ୍ଭୀର ଗଣନା ଆରମ୍ଭ