ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ! ମିଜୋରାମ ରୁଟ୍ ଦେଇ ମିଆଁମାରରେ ପଶିଲେ ଭଡ଼ାଟିଆ ସୈନିକ | Foreign Mercenaries Arriving in Myanmar via Mizoram Route

ଲକ୍ଷ୍ନୌ, କୋଲକାତା ଏବଂ ଦିଲ୍ଲୀରେ ଗିରଫ ହୋଇଥିବା ସାତ ଜଣ ବିଦେଶୀ ନାଗରିକଙ୍କ ମାମଲା ସମ୍ପର୍କରେ ମିଜୋରାମ ସରକାରଙ୍କଠାରୁ ଏକ ରିପୋର୍ଟ ମାଗିଛି ଜାତୀୟ ତଦନ୍ତ ସଂସ୍ଥା (NIA) । ପୋଲିସର ଗୁଇନ୍ଦା ଶାଖାର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଜାନୁଆରୀ ଶେଷ ଏବଂ ଫେବୃଆରୀ ମଧ୍ୟରେ ଏହି ବିଦେଶୀ ନାଗରିକମାନେ ମିଆଁମାରର ଚିନ୍ ରେ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ତାଲିମ ନେଇଥିଲେ । ଅଧିକାରୀ କହିଛନ୍ତି ଯେ ଚିନ୍ ରାଜ୍ୟ ମଧ୍ୟରେ ଥିବା ଗୁଇନ୍ଦା … Continue reading ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ! ମିଜୋରାମ ରୁଟ୍ ଦେଇ ମିଆଁମାରରେ ପଶିଲେ ଭଡ଼ାଟିଆ ସୈନିକ | Foreign Mercenaries Arriving in Myanmar via Mizoram Route