ବିଦେଶୀ ନିବେଶକଙ୍କ ପସନ୍ଦ ଭାରତୀୟ ପୁଞ୍ଜି ବଜାର

ଭାରତୀୟ ପୁଞ୍ଜି ବଜାର ବିଦେଶୀ ନିବେଶକଙ୍କ ପସନ୍ଦ ପାଲଟିଛି। ଚଳିତ ମାସ ଡିସେମ୍ବରରେ ଏପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ୨୬ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି। ତଥ୍ୟ ଅନୁଯାୟୀ, ବିଦେଶୀ ପୋର୍ଟଫୋଲିଓ ନିବେଶକ ବା ଏଫ୍ଆ‍ପିଇ ଭାରତୀୟ ଇକ୍ୱିଟି ବଜାରରେ ୨୧ ହଜାର ୭୮୯ କୋଟି ଟଙ୍କା ଏବଂ ଋଣ ବଜାରରେ ୪ ହଜାର ୬୪୬ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବାରୁ ଭାରତୀୟ ପୁଞ୍ଜି ବଜାରରେ ମୋଟ ନିଟ୍ ନିବେଶ … Continue reading ବିଦେଶୀ ନିବେଶକଙ୍କ ପସନ୍ଦ ଭାରତୀୟ ପୁଞ୍ଜି ବଜାର