ଆପଣମାନେ ଗାଁ ଗହଳିରେ ଏକ ବହୁ ପୁରୁଣା ଏବଂ ଖୁବ୍ ଜଣାଶୁଣା କଥା ନିଶ୍ଚୟ ଶୁଣିଥିବେ— “ଚୋର ଗଲା ପରେ ଚେତା ପଶେ”। ଅର୍ଥାତ୍ ଘରେ ସବୁକିଛି ଚୋରି ହୋଇସାରିବା ପରେ, ସର୍ବସ୍ୱାନ୍ତ ହେଲା ପରେ ଚେତା ପଶିବା। ଠିକ୍ ଏହି ପ୍ରବାଦଟି ଆଜି ଓଡ଼ିଶାର ରାଜନୀତିରେ, ବିଶେଷ କରି ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି)ର ଆଜିର ଆନ୍ଦୋଳନକୁ ଦେଖିଲା ପରେ ପୂର୍ଣ୍ଣମାତ୍ରାରେ ପ୍ରଯୁଜ୍ୟ ହେଉଛି। ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଯାହା … Continue reading “ଚୋର ଗଲା ପରେ ଚେତା” କାହା ପାଇଁ? || For whom is the saying “locking the stable door after the horse has bolted” meant?
Copy and paste this URL into your WordPress site to embed
Copy and paste this code into your site to embed