‘ଭାରତ ବିରୋଧରେ ଲଢ଼େଇ’ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ ଓଡ଼ିଶାରେ ଏଫ୍ଆଇଆର୍

Rahul Gandhi: ବିଜେପି, ଆରଏସଏସ ଏବଂ ଅନ୍ୟାନ୍ୟ ଦକ୍ଷିଣପନ୍ଥୀ ସଂଗଠନ ପକ୍ଷରୁ ରାମହରି ପୂଜାରୀ ତାଙ୍କ ଅଭିଯୋଗରେ ରାହୁଲ ଗାନ୍ଧି ଜାଣିଶୁଣି ଦେଶ ବିରୋଧୀ ବୟାନ ଦେଉଛନ୍ତି ଯାହା ପ୍ରତ୍ୟେକ ଭାରତୀୟ ବ୍ୟକ୍ତିଙ୍କୁ ଆଘାତ ପହଞ୍ଚାଇଛି। କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ମାସରେ ଦେଇଥିବା ଭାଷଣକୁ ନେଇ ଝାରସୁଗୁଡ଼ା ଥାନା ପୁଲିସ ତାଙ୍କ ବିରୋଧରେ ଏତଲା ରୁଜୁ କରିଛି। ଝାରସୁଗୁଡ଼ା ସରାଭାଲର ରମା ହରି ପୂଜାରୀ ନାମକ ଜଣେ ବ୍ୟକ୍ତି … Continue reading ‘ଭାରତ ବିରୋଧରେ ଲଢ଼େଇ’ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ ଓଡ଼ିଶାରେ ଏଫ୍ଆଇଆର୍