For Puri Jagannath Temple security proposes jail terms, non-bailable warrants ।। କଠୋର ହେବ ଶ୍ରୀମନ୍ଦିର ଆଇନ, କ୍ୟାମେରା ନେଲେ ୭ ବର୍ଷ ଜେଲ୍!

କଠୋର ହେବ ଶ୍ରୀମନ୍ଦିର ଆଇନ,ସୁରକ୍ଷା ପାଇଁ ସରକାରଙ୍କୁ ସଂଶୋଧନ ପ୍ରସ୍ତାବ। ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଚାରୋଟି ପ୍ରମୁଖ ବିନ୍ଦୁ ଉପରେ କେନ୍ଦ୍ରିତ କଠୋର ଦଣ୍ଡ ସହିତ ପ୍ରସ୍ତାବଗୁଡ଼ିକ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ପ୍ରସ୍ତାବ ଅନୁଯାୟୀ, ମନ୍ଦିର ଭିତରେ ଅନଧିକୃତ ଫଟୋଗ୍ରାଫି ପାଇଁ … Continue reading For Puri Jagannath Temple security proposes jail terms, non-bailable warrants ।। କଠୋର ହେବ ଶ୍ରୀମନ୍ଦିର ଆଇନ, କ୍ୟାମେରା ନେଲେ ୭ ବର୍ଷ ଜେଲ୍!