ଚାକିରି ସମସ୍ୟା: ହୋମଗାର୍ଡ ପଦବୀ ପାଇଁ ବିଟେକ, ଏମଟେକ, ଏମସିଏ ଡିଗ୍ରୀଧାରୀଙ୍କ ଆବେଦନ
Home Guard: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୁଲିସ ଜିଲ୍ଲାରେ ମାତ୍ର ୧୦୭ଟି ହୋମଗାର୍ଡ଼ ପଦବୀ ପାଇଁ ପ୍ରାୟ ୯ ହଜାର ଆବେଦନ ଆସିଛି। ବୁଧବାର ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ଉଚ୍ଚଡିଗ୍ରୀଧାରୀ। ବେରୋଜଗାରୀ ସହ ସଂଘର୍ଷ କରୁଥିବା ଏହି ଅଞ୍ଚଳରେ ଉଚ୍ଚ ଶିକ୍ଷିତ ଯୁବକଯୁବତୀଙ୍କ ଆବେଦନ ଦେଖିଲେ ଚାକିରି ସମସ୍ୟା କେତେ ଉତ୍କଟ ତାହା ପ୍ରତିଫଳିତ ହେଉଛି। ସ୍ନାତକୋତ୍ତର ସୁବ୍ରତ ଦାସ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ଧାରୀ ନବୀନ ମିଞ୍ଜ ଏବଂ ସାମାଜିକ … Continue reading ଚାକିରି ସମସ୍ୟା: ହୋମଗାର୍ଡ ପଦବୀ ପାଇଁ ବିଟେକ, ଏମଟେକ, ଏମସିଏ ଡିଗ୍ରୀଧାରୀଙ୍କ ଆବେଦନ
Copy and paste this URL into your WordPress site to embed
Copy and paste this code into your site to embed