Foot Care: ଶୀତଦିନେ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା ପାଲଟିଥାଏ । ଏଥିପାଇଁ ଆମେ ଅନେକ ସମୟରେ ବଜାରରେ ବିକ୍ରି ହେଉଥିବା କ୍ରିମ ବ୍ୟବହାର କରିଥାଉ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ। ଗୋଇଠି ଫାଟୁଥିଲେ ଆପଣ ଗୋଇଠିରେ ଆଲୋଭେରା ଜେଲ୍ ଲଗାଇପାରିବେ । କାରଣ ଆଲୋଭେରା ରେ ଆଣ୍ଟି-ଇନ୍ଫ୍ଲାମେ ଟୋରୀ ଏବଂ ମଶ୍ଚରାଇଜିଂ ଗୁଣ ରହିଛି । ଏହା ଛଡା ଆପଣ ଗୋଇଠିରେ … Continue reading ଏପରି ନିଅନ୍ତୁ ପାଦର ଯତ୍ନ..
Copy and paste this URL into your WordPress site to embed
Copy and paste this code into your site to embed