ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜରେ ଯେଉଁ ଘଟଣା ଘଟିଲା ତାହାକୁ ନେଇ ବିଭିନ୍ନ ଦଳର ବୟାନବାଜି ଚାଲିଥିବା ବେଳେ ତନାଘନା ଚାଲିଛି ତଦନ୍ତ। ପୂର୍ବରୁ ବିଭାଗର ମୁଖ୍ୟ ତଥା ଏଚଓଡ଼ି ଗିରିଫ ହୋଇଥିବା ବେଳେ। ଆଜି ମାମଲାରେ ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି। ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବ ଖୁଣ୍ଟା ପୁଲିସ । ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏହି ଘଟଣାକୁ ଦବେଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ … Continue reading FM College suspended principal Dilip Ghosh arrested ।। ଏଫଏମ କଲେଜ ମାମଲା: ଗିରଫ ହେଲେ ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ରାଜନୀତି କର ନାହିଁ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed