ଚିନାବ ନଦୀରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି; ବଗଲିହାର ଡ୍ୟାମର ଗେଟ୍ ଖୋଲିଲା ଭାରତ, ସଙ୍କଟରେ ପାକିସ୍ତାନ || Flood situation in Chenab river; India opens gates of Baglihar dam, Pakistan in crisis

ଜମ୍ମୁ-କାଶ୍ମୀରରେ ବ୍ୟାପକ ମୌସୁମୀ ବର୍ଷା ଯୋଗୁଁ ଚିନାବ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀରେ ସୃଷ୍ଟି ହୋଇଥିବା ପ୍ରବଳ ବନ୍ୟା ଜଳର ଚାପକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ପ୍ରଶାସନ ପକ୍ଷରୁ ରାମବନ ଜିଲ୍ଲାରେ ଅବସ୍ଥିତ ବଗଲିହାର ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପର ୩ଟି ଗେଟ୍ ଖୋଲି ଦିଆଯାଇଛି। ଫଳରେ ବିପୁଳ ପରିମାଣର ବନ୍ୟା ଜଳ ଏବେ ତଳମୁଣ୍ଡରେ ଥିବା ପାକିସ୍ତାନ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଚାଲିଛି, ଯାହା ପାକିସ୍ତାନ ପାଇଁ ଏକ ବଡ଼ … Continue reading ଚିନାବ ନଦୀରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି; ବଗଲିହାର ଡ୍ୟାମର ଗେଟ୍ ଖୋଲିଲା ଭାରତ, ସଙ୍କଟରେ ପାକିସ୍ତାନ || Flood situation in Chenab river; India opens gates of Baglihar dam, Pakistan in crisis