ଭଦ୍ରକରେ ବନ୍ୟା ସ୍ଥିତି ସଙ୍ଗୀନ: ୨୦୫ ସ୍କୁଲ ଓ ୨୬୫ ଅଙ୍ଗନବାଡ଼ି ବନ୍ଦ ଘୋଷଣା କଲା ଜିଲ୍ଲା ପ୍ରଶାସନ || Flood situation in Bhadrak worsens: District administration announces closure of 205 schools and 265 anganwadis

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ପ୍ରମୁଖ ନଦୀ ସାଳନ୍ଦୀ, ବୈତରଣୀ ଏବଂ ରେବ-କପାଳୀ ଉଛୁଳିବା ଫଳରେ ଜିଲ୍ଲାର ବହୁ ପଞ୍ଚାୟତ ଜଳମଗ୍ନ ହୋଇପଡ଼ିଛି। ଗାଁ ଗଣ୍ଡା ଭିତରେ ବନ୍ୟାପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଶତାଧିକ ଶିକ୍ଷାନୁଷ୍ଠାନ ପରିସରରେ ଆଣ୍ଠୁଏରୁ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି। ଛାତ୍ରଛାତ୍ରୀ, ଛୋଟ ପିଲା ଏବଂ ଶିକ୍ଷକ-କର୍ମଚାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ … Continue reading ଭଦ୍ରକରେ ବନ୍ୟା ସ୍ଥିତି ସଙ୍ଗୀନ: ୨୦୫ ସ୍କୁଲ ଓ ୨୬୫ ଅଙ୍ଗନବାଡ଼ି ବନ୍ଦ ଘୋଷଣା କଲା ଜିଲ୍ଲା ପ୍ରଶାସନ || Flood situation in Bhadrak worsens: District administration announces closure of 205 schools and 265 anganwadis