ରାଜ୍ୟରେ ଲଘୁଚାପ ଓ ଅବପାତଜନିତ ଲଗାଣ ବର୍ଷା ଯୋଗୁଁ ଉତ୍ତର ତଥା ଉପକୂଳ ଓଡ଼ିଶାକୁ ପୁଣି ଥରେ ଘାରିଛି ବନ୍ୟା ଭୟ। ପ୍ରମୁଖ ନଦୀଗୁଡ଼ିକର ଉପରମୁଣ୍ଡ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅବିଶ୍ରାନ୍ତ ବର୍ଷା ଲାଗିରହିଥିବାରୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଏବଂ ସାଳନ୍ଦୀ ନଦୀର ଜଳସ୍ତର ହୁ ହୁ ହୋଇ ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଶହ ଶହ ଗ୍ରାମରେ ବନ୍ୟାପାଣି … Continue reading ଉତ୍ତର ଓ ଉପକୂଳ ଓଡ଼ିଶାକୁ ଲେଉଟିଲା ବନ୍ୟା ବିଭୀଷିକା: ଫୁଲୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା || Flood scare returns to northern and coastal Odisha: Zonra Rekha, Burhabalang and Jalaka are swelling
Copy and paste this URL into your WordPress site to embed
Copy and paste this code into your site to embed