ବାୟୁସୀମା ବନ୍ଦ କଲା ପାକିସ୍ତାନ, ଆରବସାଗର ଦେଇ ଉଡ଼ାଣ ଭରିଲା ବିମାନ

Pakistan: ଅନ୍ୟପକ୍ଷରେ ଇଣ୍ଡିଗୋ କଜାକିସ୍ତାନର ଆଲମାଟି ଏବଂ ଉଜବେକିସ୍ତାନର ତାସକେଣ୍ଟକୁ ମେ ୭ ତାରିଖ ପର୍ଯ୍ୟନ୍ତ ଉଡାଣ ବାତିଲ କରିଛି। ଭାରତୀୟ ବିମାନପାଇଁ ପାକିସ୍ତାନ ତା’ର ଆକାଶପଥ ବନ୍ଦ କରିଦେଇଥିବାରୁ ଏହି ବିମାନଗୁଡ଼ିକ ଉତ୍ତର ଆମେରିକା, ବ୍ରିଟେନ୍, ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଥିବା ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲମ୍ବା ମାର୍ଗ ଅତିକ୍ରମ କରିବାକୁ ବାଧ୍ୟ ହୋଇଛନ୍ତି। ଯାତ୍ରୀମାନେ ନିଜ ବିମାନ ଭିତରେ ଅଧିକ ସମୟ ବିତାଇବାକୁ ବାଧ୍ୟ ହେବେ ଏବଂ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ। ଭଡ଼ା … Continue reading ବାୟୁସୀମା ବନ୍ଦ କଲା ପାକିସ୍ତାନ, ଆରବସାଗର ଦେଇ ଉଡ଼ାଣ ଭରିଲା ବିମାନ