ସଫଳ ଉତକ୍ଷେପଣ ହେଲା ପ୍ରଥମ ବେସରକାରୀ ରକେଟ୍ ‘ବିକ୍ରମ-୧’,ଇସ୍ରୋକୁ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ ଓ ପ୍ରମୁଖ ନେତାଙ୍କ ଶୁବେଚ୍ଛା || First private rocket ‘Vikram-1’ successfully launched, Prime Minister, Home Minister and prominent leaders wish ISRO well

ଭାରତୀୟ ମହାକାଶ ଗବେଷଣା ଇତିହାସରେ ଆଜିର ଦିନଟି ଏକ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଯାଇଛି। ଦେଶର ପ୍ରଥମ ସମ୍ପୂର୍ଣ୍ଣ ବେସରକାରୀ ଓ ଘରୋଇ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ‘ବିକ୍ରମ-୧’ ମହାକାଶକୁ ସଫଳତାର ସହ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଆଜି ନିର୍ଦ୍ଧାରିତ ସମୟରେ ମହାକାଶ ଅଭିମୁଖେ ଉଡ଼ାଣ ଭରି ନିଜର ଲକ୍ଷ୍ୟ ହାସଲ କରିଛି। ଭାରତୀୟ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଏରୁଟ୍ ଏରୋସ୍ପେସ୍’ ଦ୍ୱାରା ପ୍ରସ୍ତୁତ ଏହି ରକେଟ୍‌ର … Continue reading ସଫଳ ଉତକ୍ଷେପଣ ହେଲା ପ୍ରଥମ ବେସରକାରୀ ରକେଟ୍ ‘ବିକ୍ରମ-୧’,ଇସ୍ରୋକୁ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ ଓ ପ୍ରମୁଖ ନେତାଙ୍କ ଶୁବେଚ୍ଛା || First private rocket ‘Vikram-1’ successfully launched, Prime Minister, Home Minister and prominent leaders wish ISRO well