ପଶ୍ଚିମବଙ୍ଗ ରାଜନୀତିରେ ନିଆଁ ଡିଟେକ୍ଟ, ଡିଲିଟ୍, ଡିପୋର୍ଟ || Fire in West Bengal politics Detect, Delete, Deport

ପଶ୍ଚିମବଙ୍ଗରେ ‘ଡିଟେକ୍ଟ, ଡିଲିଟ୍, ଡିପୋର୍ଟ’ ନୀତିକୁ ନେଇ ତୀବ୍ର ଚର୍ଚ୍ଚା, ସୁରକ୍ଷା ଓ ରାଜନୀତି ମୁହାଁମୁହିଁ ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକୁ ନେଇ ପୁଣିଥରେ ରାଜନୀତି ତେଜ ହୋଇଛି। “ଡିଟେକ୍ଟ, ଡିଲିଟ୍, ଡିପୋର୍ଟ” ନାରାକୁ କେନ୍ଦ୍ର କରି ଏବେ ଜାତୀୟ ସୁରକ୍ଷା, ସୀମା ପରିଚାଳନା ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି ଉପରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବହିଷ୍କାର କରିବା ପାଇଁ ପଦକ୍ଷେପ … Continue reading ପଶ୍ଚିମବଙ୍ଗ ରାଜନୀତିରେ ନିଆଁ ଡିଟେକ୍ଟ, ଡିଲିଟ୍, ଡିପୋର୍ଟ || Fire in West Bengal politics Detect, Delete, Deport