Fire in the Gandhi family! || ଗାନ୍ଧି ପରିବାରରେ ନିଆଁ!

ଭାରତୀୟ ଜାତୀୟ କଂଗ୍ରେସର ଇତିହାସ ସବୁବେଳେ ଗାନ୍ଧୀ-ନେହେରୁ ପରିବାର ଚାରିପଟେ ଘୂର୍ଣ୍ଣାୟମାନ। କିନ୍ତୁ ବର୍ତ୍ତମାନର ସମୟ କିଛି ଭିନ୍ନ। ଦଳ ଭିତରେ ଏବେ ଏକ ଅଘୋଷିତ ‘ଶୀତଳ ଯୁଦ୍ଧ’ କିମ୍ବା ଏକ ନୂତନ ନେତୃତ୍ୱର ଆବଶ୍ୟକତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ଦଳ ବାରମ୍ବାର ପରୀକ୍ଷାନିରୀକ୍ଷା କରୁଥିବାବେଳେ, ପ୍ରିୟଙ୍କାଙ୍କୁ ମଙ୍ଗ ଧରାଇବା ପାଇଁ ଦଳ ଭିତରୁ ହିଁ ସ୍ୱର ଉଠିବା ଆରମ୍ଭ … Continue reading Fire in the Gandhi family! || ଗାନ୍ଧି ପରିବାରରେ ନିଆଁ!