ବେଙ୍ଗାଲୁରୁ ଆସୁଥିବା ଏୟାର ଇଣ୍ଡିଆ ବିମାନର ଇଞ୍ଜିନରେ ଅଗ୍ନିକାଣ୍ଡ ; ଦିଲ୍ଲୀ ବିମାନବନ୍ଦରରେ ଜାରିହେଲା ଜରୁରୀକାଳୀନ ପରିସ୍ଥିତି || Fire breaks out in engine of Air India flight coming from Bengaluru; Emergency situation continues at Delhi airport

ବେଙ୍ଗାଲୁରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ AI2802 ରେ ସନ୍ଦେହଜନକ ଭାବେ ଲାଗିଥିଲା ଇଞ୍ଜିନରେ ନିଆଁ । ଏନେଇ ଦିଲ୍ଲୀ ବିମାନବନ୍ଦରରେ ସୃଷ୍ଟି ହୋଇଥିଲା ଆତଙ୍କର ମାହୋଲ । ଏଭଳି ଦୁଘଟଣାକୁ ନେଇ ଏୟାର ଇଣ୍ଡିଆ କହିଛି ଯେ ବିମାନଟି ଦିଲ୍ଲୀ ପହଞ୍ଚିବା ପୂର୍ବରୁ, କକପିଟ୍ କ୍ରୁ ଗୋଟିଏ ଇଞ୍ଜିନରୁ ନିଆଁ ଲାଗିବା ସତର୍କ ଆଲାରାମ ଶୁଭିଥିଲା । ଏହା ପରେ ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ‘ଏମେର୍ଜେସି ଲ୍ୟାଣ୍ଡିଙ୍ଗ’ ହୋଇଥିଲା ଓ ଯାଞ୍ଚ ଆରମ୍ଭ ହୋଇଥିଲା । … Continue reading ବେଙ୍ଗାଲୁରୁ ଆସୁଥିବା ଏୟାର ଇଣ୍ଡିଆ ବିମାନର ଇଞ୍ଜିନରେ ଅଗ୍ନିକାଣ୍ଡ ; ଦିଲ୍ଲୀ ବିମାନବନ୍ଦରରେ ଜାରିହେଲା ଜରୁରୀକାଳୀନ ପରିସ୍ଥିତି || Fire breaks out in engine of Air India flight coming from Bengaluru; Emergency situation continues at Delhi airport