ୱାର୍ଲ୍ଡ ହାପିନେସ୍ ରିପୋର୍ଟ; ବିଶ୍ୱର ସବୁଠୁ ଖୁସି ଦେଶ ଫିନଲାଣ୍ଡ

World Happiness: ୧୧୮ତମ ସ୍ଥାନରେ ରହିଛି ଭାରତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୱେଲବିଂ ରିସର୍ଚ୍ଚ ସେଣ୍ଟର, ମିଳିତ ଜାତିସଂଘର ନିରନ୍ତର ବିକାଶ ସମାଧାନ ନେଟୱର୍କ ଏବଂ ଏକ ସ୍ୱାଧୀନ ସଂପାଦକୀୟ ବୋର୍ଡର ମିଳିତ ସହଯୋଗରେ ମାର୍ଚ୍ଚ ୨୦, ଗୁରୁବାର ପ୍ରକାଶିତ ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୫ରେ ୧୪୭ଟି ଦେଶ ମଧ୍ୟରୁ ଭାରତ ୧୧୮ତମ ସ୍ଥାନରେ ରହିଛି। ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ସୁଖୀ ଦେଶର ଟାଇଟଲ ହାସଲ କରିଥିବା ବେଳେ ଡେନମାର୍କ ଓ ଆଇସଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । … Continue reading ୱାର୍ଲ୍ଡ ହାପିନେସ୍ ରିପୋର୍ଟ; ବିଶ୍ୱର ସବୁଠୁ ଖୁସି ଦେଶ ଫିନଲାଣ୍ଡ