ଜାଣନ୍ତୁ କାହିଁକି ଫେଲ୍ ମାରିଲା ପାକିସ୍ତାନର ଚାଇନା ସୁରକ୍ଷା ସିଷ୍ଟମ?

ଅପରେସନ୍ ସିନ୍ଦୁର ଅଧୀନରେ ଭାରତ ତା’ର ଅତ୍ୟାଧୁନିକ ମଲ୍ଟି-ଲେୟାର୍ଡ କାଉଣ୍ଟର ଡ୍ରୋନ ଏବଂ ଏୟାର ଡିଫେନ୍ସ ଗ୍ରିଡ୍‌ର ସଫଳ ପରୀକ୍ଷଣ କରିଛି, ଯେଉଁଥିରେ ଶତ୍ରୁର ବାୟୁ ବିପଦ ଯଥା ଡ୍ରୋନ, ମିସାଇଲ ଏବଂ ବିମାନଗୁଡ଼ିକୁ କେବଳ ମାତ୍ର ଟ୍ରାକ୍ କରାଯାଇ ନାହିଁ, ବରଂ ସମୟ ଥାଉଥାଉ ନଷ୍ଟ ମଧ୍ୟ କରାଯାଇଛି। ଚାରି ସ୍ତର ବିଶିଷ୍ଟ ଡିଫେନ୍ସ ସିଷ୍ଟମ୍ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଶତ୍ରୁକୁ ନିଜର ପ୍ରସ୍ତୁତି ଦ୍ୱାରା ଆଶ୍ଚର୍ଯ୍ୟ କରିବାରେ ମଧ୍ୟ ସଫଳ ହୋଇଛି। ଅପରେସନ୍ … Continue reading ଜାଣନ୍ତୁ କାହିଁକି ଫେଲ୍ ମାରିଲା ପାକିସ୍ତାନର ଚାଇନା ସୁରକ୍ଷା ସିଷ୍ଟମ?