Financial power to officers ।। ଅଫିସରଙ୍କୁ ଆର୍ଥିକ କ୍ଷମତା – ଦୁର୍ନୀତିର ନୂଆ ରାସ୍ତା?

ପ୍ରତିଦିନ ସକାଳେ ଖବରକାଗଜ ଖୋଲିଲେ କିମ୍ବା ସନ୍ଧ୍ୟାରେ ଟେଲିଭିଜନ ଅନ କଲେ ଗୋଟିଏ ଦୃଶ୍ୟ ପ୍ରାୟ ନିୟମିତ ଭାବେ ଦେଖିବାକୁ ମିଳୁଛି- ଭିଜିଲାନ୍ସ ବିଭାଗର ଚଢ଼ଉ, ସରକାରୀ କର୍ମଚାରୀଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ, ଆଲମାରୀ, ଶଯ୍ୟା, ବାଥରୁମ୍‌, କେବେ କେବେ ରୋସେଇଘରରୁ ମଧ୍ୟ ନୋଟ୍‌ର ବିଡ଼ା ମିଳୁଛି। ଏହି ଖବର ଏବେ ଆଉ ଆଶ୍ଚର୍ଯ୍ୟ କରୁନାହିଁ, ବରଂ ଏକ ଭୟଙ୍କର ସାଧାରଣ ଘଟଣାର ରୂପ ନେଇଛି।     ଗତ ୨୫ ବର୍ଷ ଧରି … Continue reading Financial power to officers ।। ଅଫିସରଙ୍କୁ ଆର୍ଥିକ କ୍ଷମତା – ଦୁର୍ନୀତିର ନୂଆ ରାସ୍ତା?