୨୦୨୪-୨୫ ଅର୍ଥନୈତିକ ସର୍ଭେ; ଆର୍ଥିକ ବର୍ଷ ୨୬ରେ ଅଭିବୃଦ୍ଧି ହାର ୬.୩-୬.୮% ରହିବ ବୋଲି ଆକଳନ କରାଯାଇଛି

Economic Survey 2024-25: ଏଆଇ ଏବଂ ଅଟୋମେସନର ବୃଦ୍ଧି ମଧ୍ୟରେ ଜିଡିପି ଅଭିବୃଦ୍ଧି ହ୍ରାସ, ଦୁର୍ବଳ ବ୍ୟବହାର, କମ୍ ଘରୋଇ ପୁଞ୍ଜିନିବେଶ ଏବଂ ନିଯୁକ୍ତି ସମସ୍ୟା ଭଳି ଆହ୍ୱାନର ସମାଧାନ ଏହି ସର୍ଭେରେ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦର ଉଭୟ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରିଥିବାବେଳେ ସର୍ଭେରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବ … Continue reading ୨୦୨୪-୨୫ ଅର୍ଥନୈତିକ ସର୍ଭେ; ଆର୍ଥିକ ବର୍ଷ ୨୬ରେ ଅଭିବୃଦ୍ଧି ହାର ୬.୩-୬.୮% ରହିବ ବୋଲି ଆକଳନ କରାଯାଇଛି