ମାର୍ଚ୍ଚରେ ବନ୍ଦ ଫାଇଲ୍ ପୁଣି ଖୋଲିଲା ବିଧାୟକଙ୍କ ଦରମା ପୁଣି ବଢ଼ିବ? || File closed in March reopened Will the salary of MLA increase again?

ଗତ ମାର୍ଚ୍ଚ ମାସର ସେହି ଚର୍ଚ୍ଚିତ ଘଟଣା କଥା ଆପଣଙ୍କ ନିଶ୍ଚୟ ମନେଥିବ! ରାଜ୍ୟ ବିଧାନସଭାରେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା ପ୍ରାୟ ତିନି ଗୁଣ ବୃଦ୍ଧି କରିବା ପାଇଁ ପାରିତ ହୋଇଥିବା ବିଲ୍‌କୁ ହଠାତ୍ ପ୍ରତ୍ୟାହାର କରିନିଆଯାଇଥିଲା। ସେତେବେଳେ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିତରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଅନେକେ ଭାବିଥିଲେ ଯେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବୋଧହୁଏ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। କିନ୍ତୁ ନା! ଏବେ ପୁଣିଥରେ ଓଡ଼ିଶାର … Continue reading ମାର୍ଚ୍ଚରେ ବନ୍ଦ ଫାଇଲ୍ ପୁଣି ଖୋଲିଲା ବିଧାୟକଙ୍କ ଦରମା ପୁଣି ବଢ଼ିବ? || File closed in March reopened Will the salary of MLA increase again?