Fight against AQI ।। ଭାରି ପଡ଼ିଲା ପ୍ରଦୂଷଣ
ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଶେଷକରି ରାଜଧାନୀରେ ବଢ଼ୁଥିବା ଜନସଂଖ୍ୟା, ଯାନବାହାନ ଏବଂ ନିର୍ମାଣକାର୍ଯ୍ୟ ଏବେ ବାୟୁ ମଣ୍ଡଳରେ ପିଏମ୍୧୦ ଏବଂ ୨.୫ ଧୂଳିକଣାର ପରିମାଣ ବଢ଼ାଉଛି। ଏପରି ଧୂଳିକଣା ଶ୍ୱାସଜନିତ ସମସ୍ୟା ସୃଷ୍ଟିର ମୁଖ୍ୟ କାରଣ ହୋଇଛି। ଏହାକୁ ଆଖିରେ ରଖି ରାଜ୍ୟ ସରକାର ସତର୍କ ହୋଇଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଟ୍ୱିନ୍ ସିଟିରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ … Continue reading Fight against AQI ।। ଭାରି ପଡ଼ିଲା ପ୍ରଦୂଷଣ
Copy and paste this URL into your WordPress site to embed
Copy and paste this code into your site to embed