Fifty years of Indira Gandhi’s Emergency ।। ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିର ପଚାଶ ବର୍ଷ

              ସମ୍ବିତ ଦାଶ ଜୁନ୍ ୧୯୭୫ ମସିହାର ଏକ ସୁନ୍ଦର ସକାଳ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନ ସିହ୍ନା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କ ଉପରେ ବିଜୟକୁ ଅବୈଧ ବୋଲି ରାୟ ଦେଇଥିଲେ। ଏହି ଅପ୍ରତ୍ୟାଶିତ ରାୟ ପରେ ତାଙ୍କ ଇସ୍ତଫା ଦାବି କରାଯାଇଥିଲା। ଚାରିଆଡେ ଅରାଜକତା ବ୍ୟାପିଲ।ଭାରତର ବିଭିନ୍ନ ଭାଗରେ ଧର୍ମଘଟ ଏବଂ ହିଂସା ବି ବ୍ୟାପିଥିଲା। ଇନ୍ଦିରା ଜୁନ୍ ୨୫ଜୁନ୍‍,୧୯୭୫ର ମଧ୍ୟରାତ୍ରିରେ … Continue reading Fifty years of Indira Gandhi’s Emergency ।। ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିର ପଚାଶ ବର୍ଷ