ଗାନ୍ଧିବଂଶ ରାଜନୀତିର ଅଜ୍ଞାତ ଚେହେରା ଫିରୋଜ ଗାନ୍ଧି

ଯେଉଁ ବ୍ୟକ୍ତିଙ୍କ ଶ୍ୱଶୁର ଜବାହରଲାଲ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ପତ୍ନୀ ଇନ୍ଦିରା ଗାନ୍ଧି କେବଳ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନ ଥିଲେ ବରଂ ତାଙ୍କ ସମୟର ସବୁଠାରୁ ଶକ୍ତିଶାଳୀ ନେତା ମଧ୍ୟ ଥିଲେ। ଯାହାଙ୍କ ବଡ଼ ପୁଅ ରାଜୀବ ଗାନ୍ଧି ଭାରତର ଶାସନ ଭାର ଗ୍ରହଣ କରିଥିଲେ। ସାନ ପୁଅ ସଞ୍ଜୟ ଗାନ୍ଧି ଜରୁରୀକାଳୀନ ପରିସ୍ଥିତିରେ ବନ୍ଧ୍ୟାକରଣ ଭଳି କଠୋର ପଦକ୍ଷେପ ନେଇ ଦେଶକୁ ଥରାଇ ଦେଇଥିଲେ। ଯାହାଙ୍କ ବଡ଼ ବୋହୂ … Continue reading ଗାନ୍ଧିବଂଶ ରାଜନୀତିର ଅଜ୍ଞାତ ଚେହେରା ଫିରୋଜ ଗାନ୍ଧି