February Rajyoga 2026 ।। ଫେବୃଆରୀରେ ସୃଷ୍ଟି ହେଉଛି ୬ଟି ଶୁଭ ରାଜଯୋଗ, ୫ ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ

ଜ୍ୟୋତିଷ ଦୃଷ୍ଟିକୋଣରୁ ଫେବୃଆରୀ ୨୦୨୬ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ମାସରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହଙ୍କ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି । ଏହି ସମସ୍ତ ଗ୍ରହ ଶନିଙ୍କ ରାଶି କୁମ୍ଭରେ ସଂଯୋଗ ସୃଷ୍ଟି କରିବା ଫଳରେ  ରାଜଯୋଗ ଗଠିତ ହେବ। ଏହା ମାନବ ଜୀବନ ସହିତ ସମଗ୍ର ବିଶ୍ୱରେ ତାହାର ପ୍ରଭାବ ଦେଖାଇବ। କୁମ୍ଭ ରାଶିରେ ଚାରୋଟି ଗ୍ରହଙ୍କ ଏକାଠି ଗତି ଦ୍ୱାରା ଲକ୍ଷ୍ମୀ ନାରାୟଣ ରାଜଯୋଗ, ଶୁକ୍ରାଦିତ୍ୟ … Continue reading February Rajyoga 2026 ।। ଫେବୃଆରୀରେ ସୃଷ୍ଟି ହେଉଛି ୬ଟି ଶୁଭ ରାଜଯୋଗ, ୫ ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ