ବୀମା କ୍ଷେତ୍ରରେ ଏଫଡିଆଇ ସୀମା ୭୪%ରୁ ୧୦୦%କୁ ବୃଦ୍ଧି 

ନିର୍ମଳା ସୀତାରମଣ ଶନିବାର ଦିନ ଘୋଷଣା କରିଛନ୍ତି ଯେ ବୀମା କ୍ଷେତ୍ରରେ ଏଫ୍ଡିଆଇ ସୀମା ୭୪ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ। ବୀମା କ୍ଷେତ୍ର ପାଇଁ ଏଫଡିଆଇ ସୀମା ୭୪ରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ । ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ଭାରତରେ ସମ୍ପୂର୍ଣ୍ଣ ପ୍ରିମିୟମ୍ ନିବେଶ କରିବେ ବୋଲି ସେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିବା ସମୟରେ କହିଛନ୍ତି। ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ … Continue reading ବୀମା କ୍ଷେତ୍ରରେ ଏଫଡିଆଇ ସୀମା ୭୪%ରୁ ୧୦୦%କୁ ବୃଦ୍ଧି