ଭାରତରେ ବସି ଖର୍ଚ୍ଚ କରୁଥିଲେ ଆମେରିକୀୟ ଟଙ୍କା ; FBI କବଳରେ ଚୋର କଲ୍ ସେଣ୍ଟର || FBI calls center thieves who were spending American money while sitting in India

ଯୁକ୍ତରାଷ୍ଟ୍ରର ଘରୋଇ ଗୁଇନ୍ଦା ସଂସ୍ଥା ଏଫବିଆଇ ଭାରତରେ ଏକ କଲ୍ ସେଣ୍ଟରକୁ ଠାବ କରିଛି । ଯାହା ଲକ୍ଷ ଲକ୍ଷ ଡଲାରର ଏକ ଠକେଇ ଯୋଜନା ପ୍ରସ୍ତୁତ କରିଥିଲା । ଯାହା ଆମେରିକା ଏବଂ ବିଦେଶରେ ଶହ ଶହ ବୟସ୍କ ବ୍ୟକ୍ତିଙ୍କୁ ଶିକାର କରିଥିଲା । ଏହି ଠକେଇ ପାଇଁ ଦାୟୀ ବ୍ୟବସାୟର ଦୁଇଜଣ ବରିଷ୍ଠ କାର୍ଯ୍ୟନିର୍ବାହୀ ପ୍ରତାରଣା ସ୍ୱୀକାର କରିଛନ୍ତି । ଏହି ଘଟଣା ବୋଷ୍ଟନରେ ଏଫବିଆଇ ତଦନ୍ତ ପରେ ଆସିଛି , ଯାହା ଫଳରେ … Continue reading ଭାରତରେ ବସି ଖର୍ଚ୍ଚ କରୁଥିଲେ ଆମେରିକୀୟ ଟଙ୍କା ; FBI କବଳରେ ଚୋର କଲ୍ ସେଣ୍ଟର || FBI calls center thieves who were spending American money while sitting in India