‘ପିତୃ-ଋଣ’ ଓ ପ୍ରତିଶୋଧର ମଇଦାନ || ‘Father’s debt’ and the field of revenge

ଓଡ଼ିଶା ରାଜନୀତିର ପୋଥିରେ ୨୦୨୬ ରାଜ୍ୟସଭା ନିର୍ବାଚନ ଏକ ଅଭୂତପୂର୍ବ ଅଧ୍ୟାୟ ଭାବେ ଲିପିବଦ୍ଧ ହେବ। ଏହି ନିର୍ବାଚନ କେବଳ ସଂଖ୍ୟା ଗଣିତର ଖେଳ ନଥିଲା, ବରଂ ଏହା ଥିଲା ପରିବାର, ସ୍ୱାଭିମାନ ଏବଂ ସର୍ବୋପରି ‘ପ୍ରତିଶୋଧ’ର ଏକ ଖୋଲା ମଇଦାନ। ଯେଉଁଠି ଦଳୀୟ ଆଦର୍ଶର ପାଚେରୀ ଥରିଛି ଏବଂ ସାଂଗଠନିକ ଶୃଙ୍ଖଳାକୁ ଜଳାଞ୍ଜଳି ଦେଇ ଜିତିଛି ବାପାମାନଙ୍କ ପ୍ରତି ହୋଇଥିବା ଅବିଚାରର ଆକ୍ରୋଶ। ଜଣେ କି ଦୁଇ ଜଣ ନୁହେଁ, ବରଂ ୯ ଜଣ ବିଧାୟକ … Continue reading ‘ପିତୃ-ଋଣ’ ଓ ପ୍ରତିଶୋଧର ମଇଦାନ || ‘Father’s debt’ and the field of revenge