ଗୁରୁବାର ଦିନ ୫.୫୬ କୋଟି ଟଙ୍କାର ପେନସନ ହେରଫେର ମାମଲାରେ ସହ-ଅଭିଯୁକ୍ତ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଗୀତାରାଣୀ ମହାନ୍ତିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ସେମାନେ ବହୁ ଦିନ ଧରି ଫେରାର୍ ଥିବା ବେଳେ। ଗିରଫଦାରୀକୁ ଏଡାଇ ଯାଉଥିବା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ଏହି ଦମ୍ପତିଙ୍କୁ ସକାଳେ ଭଦ୍ରକର ଚରମ୍ପା ଅଞ୍ଚଳର ଏକ ହୋଟେଲରୁ ଗିରଫ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି ଯେ ଏହି ଦମ୍ପତି ପ୍ରଥମେ … Continue reading ବାପା ପୁଅ ମିଶି ଠକିଥିଲେ କୋଟି କୋଟି ଟଙ୍କା; ଧରିଲା ଭିଜିଲାନ୍ସ || Father and son cheated crores of rupees together; Vigilance caught them
Copy and paste this URL into your WordPress site to embed
Copy and paste this code into your site to embed